ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ବୁଧବାର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କପିଳ ମହନ୍ତ। ସେ ଶକ୍ତି ବିତରଣ ବିଭାଗରେ ୱେଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ମୃତ୍ୟୁର କାରଣ ଏଯାବତ୍‍ ଅସ୍ପଷ୍ଟ ରହିଛି।

Comments are closed.