ବୁଥ୍‍ ଦଖଲ ; ଥାନା ଘେରାଉ କଲା କଂଗ୍ରେସ

ଜୟପୁର : କୋରାପୁଟ ଜିଲା ଜୟପୁର ନିର୍ବାଚନ ମଣ୍ତଳିର ଡଙ୍ଗରଚିଞ୍ଚି ଗ୍ରାମ ପଞ୍ଚାୟତର ଖୁଡୁଫି ଗ୍ରାମରେ ପ୍ରଥମ ପ୍ରଯ୍ୟୟ ନିର୍ବାଚନରେ ବୁଥ୍‍ ଦଖଲ ଘଟଣାକୁ ନେଇ ରବିବାର କଂଗ୍ରେସ ପକ୍ଷରୁ ଜୟପୁର ସଦର ଥାନା ଘେରାଉ କରାଯାଇଥିବା ଜଣାପଡିଛି। ଜୟପୁର ନିର୍ବାଚନ ମଣ୍ଡଳିର ବିଧାୟକ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ଏହି ଘେରାଉ କରିଛି।

Comments are closed.