କ୍ଷେତ ମଜଦୁର କଂଗ୍ରେସର ଆନ୍ଦୋଳନ

0

ଭବାନୀପାଟଣା: କଳାହାଣ୍ଡି କ୍ଷେତ ମଜଦୁର କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କୃଷି ଋଣ ଛାଡ , ଚାଷୀ ଙ୍କୁ ଗତବର୍ଷ ର କୃଷି ବୀମା ପ୍ରଦାନ , କେନ୍ଦ୍ର ଓ ରାଜ୍ୟସରକାର କଳାହାଣ୍ଡି ପ୍ରତି ବୈମାତୃକମୋନଭାବ ଦେଖାଇ ଆସିଛନ୍ତି ବୋଲି ସଭାରେ କୁହାଯାଇଛି । ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାଶ ଓ ଓଡିଶା କ୍ଷେତ ମଜଦୂର କଂଗ୍ରେସ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ ଯୋଗଦେଇଥିଲେ ।

Leave A Reply