ଓଡ଼ିଶା ପାଇଁ କଂଗ୍ରେସର ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷିତ

0

ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି  ବିଧାନ ସଭା ଓ ୨ଟି ଲୋକସଭା  ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ବିଜେପୁର ରିପୁନାଥ ସେଠ

ଆନନ୍ଦପୁରରୁ ଜୟଦେବ ଜେନା

ଜଳେଶ୍ୱରରୁ ସୁଦର୍ଶନ ଦାସ

ଢେଙ୍କାନାଳରୁ ନବୀନ ନନ୍ଦ

କଣ୍ଚାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା

ବାଙ୍କିରୁ ଦେବାଶୀଷ ପଟ୍ଟନାୟକ

ଆଠଗଡରୁ ଉମାବଲ୍ଲଭ ରଥ

ଜଗତସିଂପୁରରୁ ଚିରଞ୍ଜୀବ ବିଶ୍ୱାଳ

କଟକ-ବାରବାଟୀରୁ ମହମ୍ମଦ ମୋକିମ

ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ

ଦୁଇଟି ଲୋକ ସଭା ଆସନ କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରୀ ଉଲ୍ଲକା ଓ ବଲାଙ୍ଗୀରରୁ ସମରେନ୍ଦ୍ରଙ୍କ ନାମ ଘୋଷଣା କରାଯାଇଛି ।

ନିମ୍ନରେ ତାଲିକା ପ୍ରଦାନ କରାଯାଇଛି .-