ବୈଜ୍ଞାନିକ ମତରେ ଶଙ୍ଖର ମହତ୍ତ୍ଵ !

0

ବୈଜ୍ଞାନିକ ମତ ଅନୁଯାୟୀ ଶଙ୍ଖ ଧ୍ଵନି ଦ୍ବାରା ବାତ୍ତାବରଣ ସୁସ୍ଥ ରହିଥାଏ ।

ଶଙ୍ଖ ଧ୍ଵନି ଦ୍ବାରା କିଟାଣୁଙ୍କ ନାଶ ହୋଇଥାଏ ।

ଶଙ୍ଖରେ ଅଳ୍ପ ଚୁନ ପାଣି ରଖି ପିଇଲେ ଶରୀରରେ କ୍ୟାଲସିୟମ ଅଭାବ ହୁଏ ନାହିଁ ।

ଶଙ୍ଖ ବଜାଇଲେ କିମ୍ବା ଶଙ୍ଖ ଧ୍ଵନି ଶୁଣିବା ଦ୍ବାରା ହୃଦରୋଗରୁ ସୁରକ୍ଷା ମିଳିଥାଏ ।

ଏହା ଦ୍ବାରା ବାକ୍ ଶକ୍ତି ଜନିତ ଦୋଷ ଦୂର ହୁଏ । (କ୍ରମଶଃ…)

Leave A Reply