ପ୍ରେମରେ ବିଫଳ ପରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ଅନୁଗୋଳ : ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଯୁକ୍ତ ଦୁଇ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପ୍ରତିଦିନ ପରି ଆଜି ମଧ୍ୟ ଘରୁ ବାହାରି କଲେଜକୁ ଆସିଥିଲେ। କଲେଜରୁ କ୍ଲାସ ସାରି ମୁନସିପାଲଟି ମେଡିକାଲ ଛକ ନିକଟରେ ସାଥୀ ଛାତ୍ରୀଙ୍କ ସହ ଠିଆ ହୋଇଥିଲେ । ପୂର୍ବରୁ ଛାତ୍ରୀ ଜଣକ ନିଜ ପାଖରେ ରଖିଥିବା କୀଟନାଶକ ଔଷଧ ପିଇ ଦେଇଥିଲେ କିନ୍ତୁ ସାଥୀ ମାନେ ଜାଣିପାରିନଥିଲେ । ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସୁଦ୍ଧା ସ୍ଵାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି ।

Leave A Reply