ଭୁବନେଶ୍ବରରୁ ୨୦ ବସ୍ତା କଏନ ଜବତ

0

ଭୁବନେଶ୍ବର : ବାଣୀ ବିହାର ଓ ବରମୁଣ୍ଡା ବସଷ୍ଟାଣ୍ଡରୁ ୨୦ବସ୍ତା କଏନ ଜବତ ହୋଇଛି। ମଙ୍ଗଳବାର ଦିନ ୨ଟି ବସରେ କୋଲକାତାରୁ ଭୁବନେଶ୍ବରକୁ କଏନଗୁଡିକ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢଉ କରି ଏହି କଏନ ବସ୍ତାଗୁଡିକୁ ଜବତ କରିଛି। ସୂଚନାଯୋଗ୍ୟ ଯେ, କଏନଗୁଡିକ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଜବତ କରାଯାଇଛି।

Leave A Reply