ଚିଲିକା ମଝିରେ ଅଟକିଲା ଭସାପୋଲ

0

ଚିଲିକା: ବହ୍ମଗିରି ସାତପଡ଼ା ଘାଟରୁ ଏକ ଫେରି ବା ଭସାପୋଲ କିଛି ବାଟ ଯାଇ ଅଟକି ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭସାପୋଲଟି ଅଟକି ଯାଇଥିବା ଜଣାପଡିଛି । ସେଥିରେ ଗୋଟିଏ ବସ୍ ସହ ବହୁତ ଗୁଡିଏ ବାଇକ୍ ଯାଉଥିଲା । ଫଳରେ ୧୫ରୁ ୨୦ ମିନିଟ୍ ଧରି ଯାତ୍ରୀମାନେ ଜଳବନ୍ଦୀରେ ରହିଥିଲେ । ପରେ ଅନ୍ୟ ଏକ ଭସାପୋଲ ଯାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରଯାଇଥିଲା । ଭସାପୋଲଟି ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟକୁ ଯାଉଥିଲା ।

Leave A Reply