ପୁଣି ୬ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

0

ଜଗତସିଂହପୁର : ପୁଣି ଶିଶୁକନ୍ୟାକୁ ବଳାତ୍କାର । ଜଗତସିଂହପୁର ଥାନା ଅଧିନ କଣ୍ଟାବଲ୍ଲଭପୁରରେ ଜଣେ ୬ବର୍ଷର ନାବାଳିକାକୁ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାର ମାଆ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ମାନେ ନାବାଳକ ବୋଲି ଜଣାପଡିଛି । ସେହି ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଓ ୮ମ ଶ୍ରେଣୀରେ ପଢୁଥିବା ନାବାଳକ ପୁଲିସ ଥାନାରେ ଅଟକରଖିଛି । ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply