ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର

0

ବାଲେଶ୍ବର : ସୋର ରେଳ ଷ୍ଟେସନ ନିକଟ​‌ରେ ଥିବା ଏକ ହୋଟେଲରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ଶିଶୁଟି ଉକ୍ତ ହୋଟେଲରେ କମ ଦରମାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲା। ଏ ସମ୍ପର୍କରେ ଖବର ପାଇ ବୁଧବାର ଦିନ ବାଲେଶ୍ବର ଶ୍ରମ ଅଧିକାରୀ ଦିଲ୍ଲୀପ ହାନ୍ସଦା, ଏନସିପିରର କ୍ଷେତ୍ରୀୟ ଅଧିକାରୀ ଶୁଭେନ୍ଦୁ କୁମାର ଦାସମହାପାତ୍ର, ଚାଇଲ୍ଡ ଲାଇନର ନିଦ୍ଦେଶକଙ୍କ ନିର୍ଦେଶରେ ଚାଇଲ୍ଡ ଲାଇନର ସଦସ୍ୟ ଜ୍ୟୋତି ପ୍ରକାଶ କର ଓ ପଞ୍ଚାନନ ତ୍ରିପାଠୀ ଶିଶୁକୁ ଉଦ୍ଧାର କରିଛନ୍ତି।

Leave A Reply