ପୋଖରୀରେ ବୁଡ଼ି ୨ଶିଶୁ କନ୍ୟା ମୃତ

0

ଘଟଗାଁ : ଘଟଗାଁ ବ୍ଲକ ଅର୍ନ୍ତଗତ ବଡଜାମ୍ମୁପଶି ପଞ୍ଚାୟତର ଢିପା ସାହିର ୨ଜଣ ଶିଶୁକନ୍ୟା ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି। ଢିପାସହିର ଲଷ୍ଣଣ ମୁଣ୍ଡାଙ୍କ ୪ବର୍ଷର ଝିଅ ବୈଜୟନ୍ତି ମୁଣ୍ଡା ଓ ଦୁଷ୍ମନ୍ତ ମୁଣ୍ଡାଙ୍କ ୪ବର୍ଷର ଝିଅ ପ୍ରୀତି ମଞ୍ଜରୀ ମୁଣ୍ଡା ଖେଳିବାକୁ ଯାଇ ନିକଟସ୍ଥ ପୋଖରୀରେ ବୁଡିଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ନିକସ୍ଥ ପୋଖରୀରେ ଭାସୁଥିବା ଦେଖିଥିଲେ। ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି ଦୁଃଖଦ ଘଟଣାରେ ବଡଜାମ୍‍ୁପଶି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply