କ୍ଷିପ୍ର ବୁଦ୍ଧି ପାଇଁ ଛୁଆଙ୍କୁ ଦିଅନ୍ତୁ ଏହି ଖାଦ୍ୟ

0

ଛୁଆଙ୍କ ଖାଦ୍ୟ ତାଲିକାରେ ବିଟ୍ ସାମିଲ କରନ୍ତୁ । ବିଟ୍ ରସକୁ ଛୁଆଙ୍କ କାନପଟିରେ ମାଲିସ କରିବ ସହ ଏହାକୁ ଛୁଆ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ଘଟିଥାଏ ।

ଛୁଆଙ୍କ ଦାନ୍ତ ବିନ୍ଧା ହେଉଥିଲେ ବିଟ୍ ରସ ନେଇ ଦାନ୍ତ ଚାରି କଡେ ଲଗାଇଲେ କିମ୍ବା ବିଟ୍ ରସରେ କୁଳି କଲେ, ଦାନ୍ତ ବିନ୍ଧା ତୁରନ୍ତି ଦୂର ହୋଇଥାଏ ।

ବିଟ୍ କେଶ ଘନ କରିବାରେ ସାହଯ୍ୟ କରେ । ବିଟ୍ ପତ୍ରର ରସ ନେଇ ଦିନକୁ ୩ରୁ ୪ ଥର ଚନ୍ଦା ସ୍ଥାନରେ ମାଲିସ କରିବା ଦ୍ବାରା କେଶ ଉଠିବା ଆରମ୍ଭ ହୋଇଥାଏ ।

ଶରୀରରେ ରକ୍ତର ପରିମାଣ କମ୍ ଥିଲେ ବା ହିମୋଗ୍ଲେବିନ କମ୍ ଥିଲେ, ସେମାନଙ୍କୁ ନିୟମିତ ବିଟ୍ ଖାଇବାକୁ ପରାମର୍ଶ ଦିଆଯାଏ ।

ମାଇଗ୍ରେନ୍ ସମସ୍ୟା ଥିଲେ ବିଟ୍ ରସକୁ ଉଷୁମ କରି ନାକ ପୁଡାରେ ପକାଇଲେ ଉପଶମ ମଳିଥାଏ ।

ଡାଇବେଟିସ ଓ ଏନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଏହା ସହ ହୃଦଘାତ ଜନିତ ରୋଗ ଦୂର ହୋଇଥାଏ ।

Leave A Reply