ଚଟଣୀରେ ସ୍ବାଦ ବଢାଇବ ଏହି ଟପ୍ସ

0

ଚଟଣୀ ପ୍ରସ୍ତୁତ ବେଳେ ସେଥିରେ ଅଦା, ଶୁଣ୍ଠି ଏବଂ କଳାଜିରା ପକାଇ ଦିଅନ୍ତୁ । ଏହା ଦ୍ବାରା ସ୍ବାଦ ବଢିଯାଏ ।

ଚଟଣୀରେ ଖଟାପଣ ଆଣିବା ପାଇଁ କଞ୍ଚାଆମ୍ବ ପକାଇ ପାରିବେ ।

ଟମାଟୋ ଚଟଣୀରେ ରସୁଣ ପକାଇଲେ ତାହା ସ୍ବାଦିଷ୍ଟ ହୋଇଥାଏ ।

ଧନିଆ ଓ ପୁଦିନା ଚଟଣୀରେ ୨ରୁ ୩ ଚାମଚ ଦହି ମିଶାଇ ଦିଅନ୍ତୁ । ଚଟଣୀର ସ୍ବାଦ ବଢିଯିବ ।

ବେଳେବେଳେ ସଦା ପିଆଜ ବଦଳରେ ସବୁଜ ପିଆଜରେ ଚଟଣୀ ପ୍ରସ୍ତୁତ କଲେ ଏହାର ସ୍ବାଦ ଦୁଇ ଗୁଣ ହୋଇଯାଏ ।

ଚଟଣୀ ପେଷିଲା ବେଳେ ମିକ୍ସର ଥରକେ ନ ଚଲାଇ ୩-୪ କରି ଚଲାନ୍ତୁ ।

Leave A Reply