କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0

ଭବାନୀପାଟଣା : କଳାହାଣ୍ଡି ଜିଲାର ଭବାନୀପାଟଣା ବ୍ଲକର ଦେପୁର ଠାରେ ଆଜି ସଂଧ୍ୟାରେ କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ରାସ୍ତା ରୋକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ । ବର୍ଦ୍ଧିତ ତୈଳଦରକୁ ନେଇ ଏହି ଆନ୍ଦୋଳନ କରାଯାଇଥିବା ଜଣାପଡିଛି।

Leave A Reply