ବଦଳିବ ସିବିଏସଇ ପ୍ରଶ୍ନପତ୍ର ଢାଞ୍ଚା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇଦ) ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ କରାଯିବ। ୨୦୨୩ସୁଦ୍ଧା ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହେବ ବୋଲି ମଙ୍ଗଳବାର ସିବିଏସଇ ସମ୍ପାଦକ ଅନୁରାଗ ତ୍ରୀପାଠୀ ସୂଚନା ଦେଇଛନ୍ତି।

Comments are closed.