ଦୁନୀତି ଅଭିଯୋଗରେ ସିବିଆଇ ଚଢଉ

0

ରାଉରକେଲା: ଇସ୍ପାତ କାରଖାନାର ଟେଣ୍ଡର ଦୁନୀତି ଅଭିଯୋଗରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ନ୍ୟୁ ପ୍ଲେଟ୍‌ ମିଲ ଡିଜିଏମ ରାଜୀବ ରଞ୍ଜନଙ୍କ ଘରେ ଚଢାଉ କରିଛି । ତାଙ୍କର କାର୍ଯ୍ୟାଳୟ ସମେତ ଅନ୍ୟ ୮ଟି ସ୍ଥାନରେ ଚଢଉ ହୋଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ନବୀକରଣ ଓ ସମ୍ପ୍ରସାରଣ ନିମନ୍ତେ ୧୨ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଏଥିରେ ଅନୀୟମିତତା ଦର୍ଶାଇ ସିବିଆଇ ପକ୍ଷରୁ ଏହି ଚଢଉ ହୋଇଥିବା ଜଣାପଡିଛି ।

Leave A Reply