Browsing Category

କ୍ରୀଡ଼ା

୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ; ଛତିଶଗଡ଼କୁ ହରାଇଲା ଓଡ଼ିଶା

କଟକ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଚାଲିଥିବା ବିସିସିଆଇ ୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା ଦଳ। ବୁଧବାର ଖେଳା ଯାଇଥିବା ଗ୍ରୁପ୍ ‘ଡି’ର ଏହି…
Read More...

ବାଂଲାଦେଶ ବିପକ୍ଷ ଟେଷ୍ଟ ପୂର୍ବରୁ ବିରାଟଙ୍କ ରଣ ହୁଙ୍କାର, କହିଲେ ଭାରତୀୟ ଖେଳାଳିଙ୍କ ବିଶ୍ବାସ ଏବଂ ସମନ୍ବୟ ପାଇଁ…

ଇନ୍ଦୋର: ଗୁରୁବାର ଖେଳାଯିବ ଭାରତ ଏବଂ ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ଚଳିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍। ପ୍ରଥମ ଟେଷ୍ଟ ପୂର୍ବରୁ ବୁଧବାର ଭାରତୀୟ ଟେଷ୍ଟ…
Read More...

ଦ୍ବିପାକ୍ଷିକ ଟେଷ୍ଟ ସିରିଜ୍: ଭାରତ ୫ ; ବାଂଲାଦେଶ ୦

ଇନ୍ଦୋର : ଘରୋଇ ବାଂଲାଦେଶ ବିପକ୍ଷରେ ଆସନ୍ତା ୧୪ରୁ ଏଠାରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଏହା ପ୍ରଥମ ଟେଷ୍ଟମ୍ୟାଚ୍ ହେବ। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍…
Read More...

ଦିନିକିଆ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଜାରି ଦିନିକିଆ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବୋଲର ମାନ୍ୟତାରେ ଯଶପ୍ରୀତ୍‌ ବୁମରା ଶୀର୍ଷ ସ୍ଥାନ ବଜାୟ…
Read More...

ଗୋଲାପୀ ବଲ୍‌ରେ ଭାରତୀୟ କ୍ରିକେଟର୍‌ଙ୍କ ଅଭ୍ୟାସ

ଇନ୍ଦୋର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଗୁରୁବାରରୁ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦିନବେଳା ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ କଲକାତାରେ…
Read More...

ଇନ୍‌ଡୋର ଷ୍ଟାଡିୟମ ବୁଲିଦେଖିଲେ ବିଶ୍ବ କୁସ୍ତି ମହାସଂଘ ପ୍ରତିନିଧି

କଟକ: ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତା…
Read More...

ହଙ୍ଗକଙ୍ଗ ଓପନ୍‍ ବ୍ୟାଡ୍‍ମିଣ୍ଟନ – ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୌରଭ ବର୍ମା

ନୂଆଦିଲ୍ଲୀ: ଭାରତର ସୌରଭ ବର୍ମା ହଙ୍ଗକଙ୍ଗ ଓପନ୍‍ ବ୍ୟାଡ୍‍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଲଗାତାର ଦୁଇଟି ସିଧାସଳଖ ଗେମରେ ବିଜୟ ଲାଭ କରି ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସୌରଭ ନିଜର ପ୍ରଥମ ଗେମରେ ଥାଇଲାଣ୍ଡର…
Read More...

ପୁଣି ହ୍ୟାଟ୍ରିକ ନେଲେ ଦୀପକ ଚହର

ଜୟପୁର : ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ରବିବାର ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟ୍ବେଣ୍ଟି-୨୦ରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ମଙ୍ଗଳବାର ପୁଣି ଥରେ ହ୍ୟାଟ୍ରିକ ନେଇଥିବା ଜଣାପଡିଛି।…
Read More...

ରଣବୀରଙ୍କ ନଟରାଜ ସଟ୍‌

ନୂଆଦିଲ୍ଲୀ : ୧୯୮୩ରେ ଭାରତୀୟ କ୍ରିକେଟ ଦଳର ବିଶ୍ବକପ୍ ବିଜୟ ଉପରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌କୁ…
Read More...

ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କଲା ଆଇଓଏ

ନୂଆଦିଲ୍ଲୀ  : ଭାରତରେ ଲାଗୁ ହେବାକୁ ଥିବା ନୂତନ ଜାତୀୟ କ୍ରୀଡ଼ା ନୀତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ)। ନୂତନ କ୍ରୀଡ଼ା ନୀତି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଲାଗୁ କରାଗଲେ…
Read More...