Browsing Category

କ୍ରୀଡ଼ା

ବିଜେପିରେ ଯୋଗଦେଲେ ବବିତା ଫୋଗାଟ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କୁସ୍ତି ଖେଳାଳି ବବିତା ଫୋଗାଟ ଏବଂ ତାଙ୍କ ବାପା ତଥା କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗାଟ ସୋମବାର ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ…
Read More...

ୱେଷ୍ଟଇଣ୍ଡିଜ୍ ୨୧୦ରନରେ ଅଲଆଉଟ; ଭାରତ ୫୯ରନରେ ବିଜୟୀ

ପୋର୍ଟ ଅଫ୍ ସ୍ପେନ୍ : ରବିବାର ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜକୁ ଭାରତ ୫୯ରନରେ ପରାସ୍ତ କରିଛି। ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୱେଷ୍ଟଇଣ୍ଡିଜ୍ ସାମ୍ନାରେ…
Read More...

କୋହଲିଙ୍କ ଶତକ; ଇଣ୍ଡିଜ୍‌ର ଲକ୍ଷ୍ୟ ୨୮୦

ପୋର୍ଟ ଅଫ୍ ସ୍ପେନ୍ : ରବିବାର ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ଯୁବ ବ୍ୟାଟ୍‌ସମ୍ୟାନ୍ ଶେୟାସ ଆୟର ମଧ୍ୟ ପ୍ରଭାବଶାଳୀ ଅର୍ଦ୍ଧଶତକ ହାସଲ…
Read More...

ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ମିସ୍‌ବା

ଇସଲାମାବାଦ୍‌ : ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡରେ ସାମିଲ ହୋଇଛନ୍ତି ପୂର୍ବତନ ଅଧିନାୟକ ମିସ୍‌ବା-ଉଲ୍‌-ହକ୍‌। ସୂଚନାଥାଉକି ଇଂଲଣ୍ଡ​‌ରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ବକପ୍‌ରେ ପାକିସ୍ତାନ ଦଳର…
Read More...

ପୃଥ୍ବୀ ସ’ଙ୍କ ଡୋପ୍‌ ପରୀକ୍ଷାକୁ ନେଇ ସନ୍ଦେହ

ମୁମ୍ବଇ : ଭାରତୀୟ ଯୁବ ଓପନର୍‌ ପୃଥ୍ବୀ ସ’ ଡୋପ୍‌ ପରୀକ୍ଷାରେ ବିଫଳ ହୋଇ କ୍ରିକେଟ୍‌ରୁ ବାସନ୍ଦ ହୋଇଛନ୍ତି। କାଶରୁ ରକ୍ଷା ପାଇବାକୁ ପୃଥ୍ବୀ ନିଷିଦ୍ଧ ଦ୍ରବ୍ୟ ଥିବା କଫ୍‌ ସିରପ୍‌ ପିଇ ଦେଇଥିବାରୁ ତାଙ୍କୁ ବାସନ୍ଦ…
Read More...

ବିଶ୍ବ ବ୍ୟାଡମିଣ୍ଟନ୍ ଚମ୍ପିଆନସିପ୍‌; ସାଇନା-ସିନ୍ଧୁ ସେମିଫାଇନାଲ?

ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ସୁଇଜରଲାଣ୍ଡର ବାସେଲ୍‌ରେ ଆୟୋଜିତ ହେବ ବିଶ୍ବ ବ୍ୟାଡମିଣ୍ଟନ୍‌ ଚମ୍ପିଆନସିପ୍‌। ଏଥିରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହୱାଲ୍ ଓ ପିଭି ସିନ୍ଧୁ ଭାଗ ନେବେ। ଯଦି ଉଭୟ…
Read More...

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ଆଜି

ପୋର୍ଟ ଅଫ୍‍ ସ୍ପେନ୍‍ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‍ ରବିବାର ପୋର୍ଟ ଅଫ୍‍ ସ୍ପେନ୍‍ର କୁଇନ୍ସ ପାର୍କ ଓଭାଲ୍‍ଠାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଏହି…
Read More...

୪ର୍ଥ ସ୍ଥାନ ପାଇଁ ଫିଟ୍‍ ଶ୍ରେୟସ : ୨ୟ ଦିନିକିଆରେ ଭଲଖେଳିଲେ ଦଳରେ ସ୍ଥାନ ପକ୍କା

ନୂଆଦିଲ୍ଲୀ :ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‍ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ରବିବାର ଖେଳାଯିବ ସିରିଜର ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍‍ ରେ ସମସ୍ତଙ୍କ ନଜର ରହିଛି ଯୁବ…
Read More...

ବିଶ୍ବ ଚମ୍ପିଆନସିପ୍‌ ଯୋଗ୍ୟତା ଲକ୍ଷ୍ୟରେ ଦୁତି; ଜର୍ମାନୀ ଓ ଆୟରଲାଣ୍ଡ ଗସ୍ତରେ ଭିସା ବାଧକ

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଦୁତି ଚାନ୍ଦ ଆସନ୍ତା ଅକ୍ଟୋବର ୨୭ରୁ ଭାରତରେ ଖେଳାଯିବାକୁ ଥିବା ବିଶ୍ବ ଚମ୍ପିଆନସିପ୍‌ ଓ ୨୦୨୦ ଟୋକିଓ ଅଲିମ୍ପିକ୍‌ ନିମନ୍ତେ ଯୋଗ୍ୟତା ହାସଲ ଲକ୍ଷ୍ୟରେ ନିଜକୁ ପ୍ରସ୍ତୁତ କରିବାକୁ…
Read More...

ଲାରାଙ୍କୁ ପଛରେ ପକାଇଲେ ଗେଲ୍‌

ପ୍ରୋଭିଡେନ୍‌ସ : ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ଦିନିକିଆ ମ୍ୟାଚ୍‌ ଖେଳିବା କ୍ଷେତ୍ରରେ ମହାନ୍‌ ବ୍ୟାଟସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ପଛରେ ପକାଇଛନ୍ତି ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଗେଲ୍‌।ଭ୍ରମଣକାରୀ…
Read More...