Browsing Category

କ୍ରୀଡ଼ା

ବାଙ୍ଗାଲୋର ବିପକ୍ଷରେ କଲକାତା ବିଜୟୀ

କଲକାତା : ଆଇପିଏଲ୍‌-୧୧ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୪ ୱିକେଟରେ କେକେଆର୍‌…
Read More...

ଦିଲ୍ଲୀକୁ ସହଜରେ ହରାଇଲା ପଞ୍ଜାବ

ମୋହାଲି : ଆଇପିଏଲ୍‍-୧୧ର ପ୍ରଥମ ମ୍ୟାଚ୍‍ ରୋମାଞ୍ଚକର ହୋଇଥିବା ବେଳେ ୨ୟ ମ୍ୟାଚ୍‍ରେ ସହଜ ବିଜୟ ହାସଲ କରିଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। କେ.ଏଲ୍‍. ରାହୁଲଙ୍କ ରେକର୍ଡ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ ୬ ୱିକେଟରେ…
Read More...

ଦଳଗତ ବ୍ୟାଡମିଣ୍ଟନ୍‍ ଫାଇନାଲରେ ଭାରତ

ଗୋଲ୍‍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମିଶ୍ରିତ ଦଳଗତ ବ୍ୟାଡମିଣ୍ଟନ୍‍ ଫାଇନାଲରେ ପ୍ରବେଶ କରିଛି ଭାରତ। ସେମିଫାଇନାଲରେ ଭାରତ ୩-୧ ଗେମ୍‍ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ପ୍ରଥମ ମିକ୍ସଡ୍‍ ଡବଲ୍‍ସ ମ୍ୟାଚ୍‍ରେ…
Read More...

ମହିଳା ଟିଟି ଦଳକୁ ଐତିହାସିକ ସ୍ୱର୍ଣ୍ଣ

ଗୋଲ୍‍ଡ କୋଷ୍ଟ : ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମହିଳା ଟେବୁଲ ଟେନିସ୍‍ର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଭାରତ ମାନିକା ବାତ୍ରାଙ୍କ ଚମତ୍କାର…
Read More...

ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‍ମାନଙ୍କର ଉତ୍କର୍ଷର ଧାରା ଅବ୍ୟାହତ ରହିଛି। ଆଜି ଚତୁର୍ଥ ଦିନରେ ଭାରତୀୟ କ୍ରୀଡ଼ାବିତ୍‍ମାନେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହିତ ମୋଟ…
Read More...

ଚେନ୍ନଇକୁ ଜିତାଇଲେ ବ୍ରାଭୋ

ମୁମ୍ବଇ : ରୋମାଞ୍ଚକର ବିଜୟ ସହ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌କୁ ଫେରିଛି ଚେନ୍ନଇ ସୁପର କିଙ୍ଗ୍‌ସ। ଆଇପିଏଲ୍‌ର ୧୧ଶ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସକୁ ୧ ୱିକେଟରେ ହରାଇଛି…
Read More...

ଆଇପିଏଲ୍‍-୧୧ ଉଦ୍‍ଘାଟିତ

ମୁମ୍ବଇ : ବଲିଉଡ୍‍ କଳାକାରଙ୍କ ସଂଗୀତ ଓ ନୃତ୍ୟ ମଧ୍ୟରେ ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ପେସାଦାର ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୧ଶ ସଂସ୍କରଣ ଉଦ୍‍ଘାଟନ ହୋଇଛି।…
Read More...

ଦଳଗତ ବ୍ୟାଡ୍‍ମିଣ୍ଟନ ସେମିରେ ଭାରତ

ଗୋଲ୍‍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମିଶ୍ରିତ ଦଳଗତ ବ୍ୟାଡ୍‍ମିଣ୍ଟନ ଇଭେଣ୍ଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଭାରତ ୩-୦ ମ୍ୟାଚ୍‍ରେ ସହଜରେ ମରିସସ୍‍କୁ ପରାସ୍ତକରି ଅନ୍ତିମ ୪ଟି ଦଳଙ୍କ ମଧ୍ୟରେ…
Read More...

ନାଲ୍‍କୋ କପ୍‍ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: ବାରବାଟୀ ଷ୍ଟାଡ଼ିୟମରେ ଶୁକ୍ରବାର ୧୬ତମ ନାଲ୍‍କୋ କପ୍‍ ହକି ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‍ରେ କିଟ୍‍କୁ ୬-୫ ଗୋଲ୍‍ରେ ପରାସ୍ତ କରିଛି ଝାରସୁଗୁଡା ଦଳ। ଝାରସୁଗୁଡ଼ା ତରଫରୁ ପ୍ରବୀଣ…
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ର୍ଥ ସ୍ୱର୍ଣ୍ଣ

ଗୋଲଡ୍‍ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିଛି। ଭାରୋତ୍ତୋଳନରେ ଭାରତ ୪ଟି ଯାକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି। ଶନିବାର ଭାରତର ସତିଶ କୁମାର ଶିବଲିଙ୍ଗମ୍‍ ୭୭ କି.ଗ୍ରା ଭାରୋତ୍ତୋଳନରେ…
Read More...