Browsing Category

ରାଜନୀତି

କାଶ୍ମୀର ଲୋକମାନେ ଆମର – ଆମେ ସେମାନଙ୍କୁ କୋଳେଇ ନେବୁ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ରାଜ୍ୟସଭା ପରେ ମଙ୍ଗଳବାର ଲୋକସଭାର ସ୍ୱୀକୃତି ଲାଭ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା…
Read More...

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କାନ୍ଦି ପକାଇଲେ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସ୍ତବ୍ଧ କରିଛି। ବୁଧବାର ପୂର୍ବାହ୍ନରେ ନୂଆଦିଲ୍ଲୀର ଜନ୍ତର ମନ୍ତରସ୍ଥିତ…
Read More...

ମୃତ୍ୟୁର ଘଣ୍ଟାଏ ପୂର୍ବରୁ ସାଲଭେଙ୍କୁ ୧ ଟଙ୍କା ନେଇଯିବାକୁ କହିଥିଲେ ସୁଷମା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ପରେ ସୁଷମାଙ୍କୁ ସାରାଦେଶ ଝୁରୁଛି। ତେବେ ମୃତ୍ୟୁ ପୂର୍ବରୁ ସୁଷମାଙ୍କ କିଛି କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା…
Read More...

ସୁଷମାଙ୍କ ନିଧନରେ ସାରା ଦେଶ ସ୍ତବ୍ଧ; ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆକସ୍ମିତ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି। ବୁଧବାର ସୁଷମାଙ୍କ ବାସଭନରେ ବହୁ ବିଶିଷ୍ଟ ବ୍ୟକ୍ତି,…
Read More...

ବିଧେୟକ ଗୃହୀତ ​‌ହେବାରେ ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ସଂସଦ ଅଧିବେଶନରେ ଜୁନ୍‌ ୧୭ରୁ ଶୁକ୍ରବାର ସୁଦ୍ଧା ମୋଟ ୩୦ଟି ବିଧେୟକ ଗୃହୀତ ହୋଇଛି। ଅଧିବେଶନର ଅବଧି ଆଉ ତିନି ଦିନ ବାକି ଥିଲାବେଳେ ଆହୁରି…
Read More...

ଅଗଷ୍ଟ ୧୦ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଗାନ୍ଧୀ ପରିବାର ବାହାରୁ ଆଉ ଜଣେ ହେବେ ଦଳର ଅଧ୍ୟକ୍ଷ !

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଦେଖା ଦେଇଥିବା ନେତୃତ୍ବ ସଙ୍କଟ ପରିପ୍ରେକ୍ଷୀରେ ଅଗଷ୍ଟ ୧୦ ତାରିଖରେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବ। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ…
Read More...

ପରମ୍ପରା ଭାଙ୍ଗିବ ଶିବସେନା: ପରିବାରରୁ ପ୍ରଥମ ନିର୍ବାଚନ ଲଢ଼ିବେ ଆଦିତ୍ୟ

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଶକ୍ତି ଭାବେ ଶିବସେନା ଗତ ପ୍ରାୟ ତିନି ଦଶନ୍ଧି ଧରି ଏହାର ପ୍ରାଧାନ୍ୟ ଜାହିର କରିଆସିଛି। ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ପରେ ତାଙ୍କ ପୁଅ…
Read More...

ତିନ୍‌ ତଲାକ ଆଇନକୁ ଗ୍ରହଣ କରିବୁନି: ଟିଏମସି ମନ୍ତ୍ରୀ

କୋଲକାତା: ରାଜ୍ୟସଭାରେ ତିନ୍‌ ତଲାକ୍‌ ବିଲ୍‌ ପାରିତ ହେବାର ଦିନକ ପରେ ଗୁରୁବାର ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି। ଫଳରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଗୋଟିଏ ପଟେ ଗୁରୁବାର ରାଷ୍ଟ୍ରପତି ଏହାକୁ ଅନୁମୋଦିତ…
Read More...

ଲୋକସଭାରେ ଆସନ ଆବଣ୍ଟନ: ଆଡଭାନୀଙ୍କ ସ୍ଥାନରେ ଶାହ, ପ୍ରଥମ ଧାଡ଼ିରୁ ବାଦ୍‌ ପଡ଼ିଲା ବିଜେଡି

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାଂସଦମାନଙ୍କୁ ଆସନ ଆବଣ୍ଟନ କରାଯାଇଥିଲା। ନୂଆ ନୂଆ ଆସନରେ ସାଂସଦମାନେ ବସିଥିଲେ। ନୂଆ ବ୍ୟବସ୍ଥାରେ ପୂର୍ବ ଲୋକସଭାରେ ମୂରଲୀ ମନୋହର ଯୋଶୀ…
Read More...

କଂଗ୍ରେସ-ଏନସିପିର ୪ ବିଧାୟକଙ୍କ ଇସ୍ତଫା

ମୁମ୍ବଇ: ଚଳିତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ବିରୋଧୀ ଦଳ କଂଗ୍ରେସ ଓ ଏନସିପିର ୪ ଜଣ ବିଧାୟକ ମଙ୍ଗଳବାର ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଏହି ବିଧାୟକମାନେ ହେଲେ ଏନସିପିର…
Read More...