Browsing Category

ସୁନ୍ଦରଗଡ଼

ସିଡ଼ିଏମଓ ନିଲମ୍ବନ ପ୍ରସଙ୍ଗ, କୁହୁଳୁୁଛି ଅସନ୍ତୋଷ, ଥମି ନାହିଁ ପ୍ରତିବାଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.ପଙ୍କଜ କୁମାର ପଟେଲଙ୍କ ନିଲମ୍ବନ ଆଦେଶର ୫ଦିନ ପରେ ମଧ୍ୟ ସହରବାସୀ ଓ ସଦର ମହକୁମା ହସ୍ପିଟାଲର ଅଧିକାରୀଙ୍କ ଠୁ ନେଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ…
Read More...

ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବନ୍ଦ ପାଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କୁ ନିଲମ୍ବନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛି। ନିଲମ୍ବନକୁ ବିରୋଧ କରାଯିବା ସହ…
Read More...

ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ରାଉରକେଲା: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ରାଉରକେଲା ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ୱାର୍ଡ ବୁଲିବା ସହିତ ରୋଗୀଙ୍କୁ…
Read More...

‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା, ସିଡ଼ିଏମଓ ନିଲମ୍ବିତ

ସୁନ୍ଦରଗଡ଼ : କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି। ପଟେଲ ‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା…
Read More...

ସାପ କାମୁଡ଼ାରେ ନାବାଳିକା ମୃତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ହଳଦୀକୁଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହଳଦୀକୁଦର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା…
Read More...

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିଖିଲ ପବନ କଲ୍ୟାଣଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲା ହୋଇଛି। କେବଳ ସେତିକି ନୁହେଁ ଏହି ଆକାଉଣ୍ଟ ମାଧ୍ୟରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା​ ପାଇଁ ଟଙ୍କା ଦାବି…
Read More...

ବିଜୁ ଏକ୍ସପ୍ରେସୱେରେ ହାତୀପଲ, ଘଉଡ଼ାଇବା ପରେ ଯାତାୟତ ସ୍ୱାଭାବିକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଗୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ନିକଟରେ ରବିବାର ହାତୀପଲଙ୍କୁ ଦେଖିବାକୁ ମିଳିଛି। ଏହି ପଲରେ ପ୍ରାୟ ୧୦ ରୁ ୧୫ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲଙ୍କ…
Read More...

ଗ୍ୟାରେଜରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଣେଇ : ସୁନ୍ଦରଗଡ଼ ଜିଲା ବଣେଇ ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଗ୍ୟାରେଜରେ ନିଆଁ ଲାଗି ଗ୍ୟାରେଜରେଥିବା ଲକ୍ଷାଧିକ ଟଙ୍କାର ସ୍ପେୟାର ପାର୍ଟ ଜଳି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି । ସୂଚନା…
Read More...

୧୮ ଦିନରେ ୪୪ ହଜାର ୨୭୧ ଜଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ

ଭୁବନେଶ୍ୱର: ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଅର୍ଥାତ ସେପ୍ଟେମ୍ବର ୧ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରେକର୍ଡ ସଂଖ୍ୟକ ଶିକ୍ଷାର୍ଥୀ ଚାଳକ ଲାଇସେନ୍ସ (ଲର୍ଣ୍ଣରସ ଡ୍ରାଇଭିଙ୍ଗ ଲାଇସେନ୍ସ) ପ୍ରଦାନ…
Read More...

ବସ ଓଲଟି ୧୫ ଯାତ୍ରୀ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଏକମା ନିକଟ ଘାଟି ରାସ୍ତାରେ ରବିବାର ଏକ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ଆହତଙ୍କୁ ବଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।…
Read More...