Browsing Category

ସୋନପୁର

ମେ ୨୬ରେ ହେବ ଶିକ୍ଷାଶାସ୍ତ୍ରୀ ବି.ଏଡ଼ ପ୍ରବେଶିକା ପରୀକ୍ଷା

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ଆୟୋଜିତ ଶିକ୍ଷାଶାସ୍ତ୍ରୀ ବି.ଏଡ଼ ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଧାରିତ ମେ ମାସ ୫ ତାରିଖ ରବିବାର ପରିବର୍ତ୍ତେ ମେ ମାସ ୨୬ ତାରିଖରେ ରାଜ୍ୟର ୫ଟି…
Read More...

ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର ହେବା ଘଟଣା; ଅଙ୍ଗନୱାଡି କର୍ମୀ ଓ ସହାୟିକା ବହିଷ୍କୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲାର ଏକ ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର ହେବା ଘଟଣାରେ ଅଙ୍ଗନୱାଡୀ କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏହାସହ ସୁପରଭାଇଜରଙ୍କୁ ମଧ୍ୟ ଜିଲା ପ୍ରଶାସନ…
Read More...

ବିଷ ପିଇ ପ୍ରାଣ ହରାଇଲେ ଯୁବକ-ଯୁବତୀ

ସୋନପୁର : ସୋନପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ବିଲାରଙ୍ଗା ଗ୍ରାମର ଦୁଇ ଯୁବକ-ଯୁବତୀ ଗୁରୁବାର ବିଷ ପିଇ ପ୍ରାଣ ହରାଇଛନ୍ତି। ଏ ଦୁହେଁ ପ୍ରେମୀଯୁଗଳ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଗୁରୁବାର ସକାଳେ…
Read More...

ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁ ଗୁରୁତର

ସୁବର୍ଣ୍ଣପୁର : ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଜଣେ ୩ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛି। ଏପରି ଅଘଟଣ ଜଟିଆପାଲ୍ଲୀ ଅଙ୍ଗନୱାଡି କେନ୍ଦ୍ରରେ ଘଟିଛି। ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ସୋନପୁର ହସ୍ପିଟାଲରେ…
Read More...

ଦୁର୍ଘଟଣାରେ ମା’ ମୃତ, ନବଜାତକ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ଏସ୍. ପତ୍ରପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରସୂତିଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ନବଜାତ…
Read More...

ସଂଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିରେ ରବିବାର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ…
Read More...

ଜେଇଇ ଆଡ଼ଭାନ୍ସଡ଼ ଆବେଦନ ୫ ଦିନ ବୃଦ୍ଧି – ସହାୟତା କରିବ ଆଇଆଇଟି ଭୁବନେଶ୍ୱର

ନୂଆଦିଲ୍ଲୀ: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇ ଆଡ଼ଭାନ୍ସଡ଼ ଆବେଦନ ସମୟ ସୀମା ୫ଦିନ ବୃଦ୍ଧି କରାଯାଇଛି। ଫଳରେ ଆଇଆଇଟି ପ୍ରବେଶିକା ପାଇଁ ରାଜ୍ୟର ଯୋଗ୍ୟ ଛାତ୍ରଛାତ୍ରୀ ମେ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ।…
Read More...

ସାମୁଦ୍ରିକ ଝଡ଼ ‘ଫନି’: ସଂସ୍କୃତ ବିଶ୍ୱବିଦ୍ୟାଳୟ ଖାତା ଦେଖା ଓ ସମସ୍ତ ପରୀକ୍ଷା ବାତିଲ

ପୁରୀ: ସାମୁଦ୍ରିକ ଝଡ଼ 'ଫନି'କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ମେ ୨ (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଥିବା ଶାସ୍ତ୍ରୀ ଦ୍ଵିତୀୟ…
Read More...

ସାମୁଦ୍ରିକ ଝଡ଼ ‘ଫନି’: ବିପିୟୁଟି ପରୀକ୍ଷା ଘୁଞ୍ଚିଲା

ରାଉରକେଲା: ସାମୁଦ୍ରିକ ଝଡ଼ 'ଫନି'କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଉରକରଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି (ବୁଧବାର)ଠାରୁ ଆରମ୍ଭ ହୋଇଥିବା ସମସ୍ତ ପାଠ୍ୟକ୍ରମ…
Read More...

ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବିନିକା : ପୁଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲା ଆଗଲପୁର ଫଟାମୁଣ୍ଡାର ନିରଞ୍ଜନ ସାହୁ । ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ବେଳେ ପୁଲିସର ଲାଠି ମାଡ…
Read More...