Browsing Category

ନିଉଜ ଆଲର୍ଟ

ବାରବାଟୀରେ ହୋଇପାରେ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ମ୍ୟାଚ୍!

କଟକ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ହେବାର ଆଶା ଉଜ୍ଜୀବିତ ହୋଇଛି। ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବୁଧବାର ସୂଚନା…
Read More...

ଗୋପବନ୍ଧୁଙ୍କ ଜ୍ୟୋତିକୁ ଆଖଣ୍ଡଳମଣିଙ୍କ ପୀଠରେ ଭବ୍ୟ ସମ୍ବର୍ଦ୍ଧନା

ଆରଡି: ସମାଜର ଶତବାର୍ଷିକ ଅବସରରେ ତଥା ପ୍ରତିବର୍ଷ ପରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥି ଠାରୁ ଅର୍ଥାତ ଚଳିତମାସ ୯ତାରିଖରୁ ବାହାରିଥିବା ପ୍ରଣାମ ମାତୃଭୂମୀ ଗୋପବନ୍ଧୁଙ୍କ ଜ୍ୟୋତି ବୁଧବାର ଅପରାହ୍ଣରେ ଭଦ୍ରକ…
Read More...

୨୦୨୦ ଯାଏ ଏଫଏଟିଏଫ ଗ୍ରେ’ ତାଲିକାରେ ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇବାରେ ବିଫଳ ପାକିସ୍ତାନକୁ ବଡ ଝଟକା ଲାଗିଛି। ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ ପାକିସ୍ତାନକୁ ୨୦୨୦ ଯାଏ ଗ୍ରେ’ ତାଲିକାରେ ରଖିବାର ନିଷ୍ପତ୍ତି ନେଇଛି।…
Read More...

ହେମା ମାଳିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡର ଆଗଧାଡିର ନାୟିକା ତଥା ରାଜନେତା ହେମା ମାଳିନୀ ବୁଧବାର ୭୧ ବର୍ଷ ବୟସରେ ପଦାର୍ପଣ ଦେଇଛନ୍ତି । ସେ ୧୯୪୮ମସିହା ଅକ୍ଟୋବର ୧୬ରେ ତାମିଲନାଡୁର ଆମାକୁଣ୍ଡିରେ ଜନ୍ମ…
Read More...

ପରୀକ୍ଷାର୍ଥୀଙ୍କ ପାଇଁ ୨ଟି ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର : ସେନା ନିଯୁକ୍ତି ରାଲିକୁ ଆସିଥିବା ଓଡ଼ିଶା ପିଲାଙ୍କ ପାଇଁ ପୂର୍ବତଟ ରେଲଓ୍ବେ ପକ୍ଷରୁ ବୁଧବାର ୨ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ କୋରାପୁଟ  ଏବଂ  ଅନ୍ୟଟି…
Read More...

ରୁକ୍ଷ ତ୍ବଚାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ରୁକ୍ଷ ଓ ଶୁଷ୍କ ତ୍ବଚାକୁ ନେଇ ବହୁତ ଲୋକ ଚିନ୍ତିତ ଥାଆନ୍ତି। ଖାସ୍‌ କରି ଶୀତ ଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ଯାହା ଫଳରେ ତ୍ବଚାର ନମନୀୟତା କ୍ଷୟ ହେବା ସହ ତ୍ବଚା ମଳିନ ତଥା ପ୍ରାଣହୀନ ଦେଖାଯାଏ।…
Read More...

୨୧ ପର୍ଯ୍ୟନ୍ତ ଚାଲିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : କଟକରେ ଆଇନଜୀବୀମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ସାଧାରଣ ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅଦାଲତ ଅବମାନନା ନେଇ ପୂର୍ଣ୍ଣ ଖଣ୍ଡପୀଠ…
Read More...

କଟାପାଲିରେ ଘରୋଇ ବିବାଦକୁ ନେଇ ନିର୍ମମ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଟାପାଲି ଗାଁରେ ଘରୋଇ ବିବାଦକୁ କେନ୍ଦ୍ର କରି ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁଇଜଣ…
Read More...

କରୱାଚୌଥରେ ଘରେ ହୁଅନ୍ତୁ ପାର୍ଲର ଭଳି ମେକ୍‌ଅପ୍‌; ଆପଣାନ୍ତୁ ଏହି ଟିପ୍ସ

କରୱାଚୌଥରେ ମହିଳାମାନେ ନବ ବଧୂ ବେଶରେ ସଜେଇ ହୋଇଥାଆନ୍ତି। ରଙ୍ଗବେରଙ୍ଗ ଶାଢୀ ଓ ଭାରି ଓଜନର ଅଳଙ୍କାର ପିନ୍ଧିଥାନ୍ତି। ଏହା ସହ ମେକ୍ଅପ୍ ପ୍ରତି ମଧ୍ୟ ଧ୍ୟାନ ଅଧିକ ଦେଇଥାନ୍ତି। ବିବାହକୁ ଯେତେ ବର୍ଷ ବିତି ଯାଇଥିଲେ…
Read More...

ଗ୍ରୁପ-ଏ କ୍ରିକେଟରେ ଇତିହାସ ରଚିଲେ ମୁମ୍ବଇର ଏହି ଯୁବ କ୍ରିକେଟର

ବେଙ୍ଗାଲୁରୁ: ମୁମ୍ବଇର ଯୁବ କ୍ରିକେଟର ଯଶସ୍ୱୀ ଜୈସୱାଲ୍ ବୁଧବାର ବେଙ୍ଗାଲୁରୁରେ ଚାଲିଥିବା ପ୍ରତିଷ୍ଠିତ ବିଜୟ ହଜାରେ ଟ୍ରଫି (୫୦ ଓଭର ଫର୍ମାଟ)ରେ ଦ୍ବିଶତକ ହାସଲ କରି ଇତିହାସ ରଚିଛନ୍ତି। ଏଥିସହ ସେ ଏକାଧିକ…
Read More...