Browsing Category

ସ୍ଵାସ୍ଥ୍ୟ

ଆପଣାନ୍ତୁ ଏହି ଘରୋଇ ଉପାୟ, କେବେହେଲେ କମ୍ ହେବନି ଦୃଷ୍ଟିଶକ୍ତି

ଦୃଷ୍ଟି ଶକ୍ତି କମ୍ ହେବା ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯଦ୍ବାରା ସେମାନଙ୍କୁ ଚଷମାର ସାହାଯ୍ୟ ନେବାକୁ ପଡ଼ୁଛି। ହେଲେ ଥରେ ଏହି ଚଷମା…
Read More...

ଏସବୁ ଖାଦ୍ୟ ଖାଇ କ୍ଷୀର ପିଇବା ବିଷ ସହ ସମାନ

ଏହା ଆମେ ସମସ୍ତେ ଜାଣନ୍ତି ଯେ ନିୟମିତ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢିବାର ସାମର୍ଥ୍ୟ ଦେଇଥାଏ। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା…
Read More...

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଟମାଟୋ ଜୁସ୍‍

ଟମାଟୋରେ ଜଳ ଓ ଫାଇବରର ମାତ୍ରା ଖୁବ ଅଧିକ। ଏହାକୁ ଜୁସ୍‍ , ସୁପ, ସାଲାଡ଼ ଯେଉଁଭଳି ଖାଇଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଟମାଟୋକୁ ଜୁସ୍‍ କରି ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ଓ…
Read More...

ବାନ୍ତି ସମସ୍ୟା ଦୂର ପାଇଁ ଘରୋଇ ଉପଚାର

ତୁଳସୀ ରସ ସହ ସମାନ ମାତ୍ରାରେ ମହୁ ମିଶାଇ ଖାଇବା ଦ୍ବାରା ବାନ୍ତି ବନ୍ଦ ହୋଇଥାଏ । ଯଦି ଶିଶୁଟି ଏକ ବର୍ଷରୁ ଅଧିକ ହୋଇଥିବ, ସେମାନେ ମଧ୍ୟ ଖାଇବା ଉଚିତ୍ । ପିଆଜ ରସରେ ସମାନ ମାତ୍ରାରେ ମହୁ ମିଶାଇ ସେବନ କରିବା…
Read More...

ସୁନାଥାଳି ଭାବେ ପରିଚିତ ଏହି ପତ୍ର , ଜାଣନ୍ତୁ ଏହାର ବିଷେଶତ୍ୱ

ପୂଜାପର୍ବ ହେଉ କିମ୍ବା ଅନ୍ୟାନ୍ୟ ବହୁ ସମୟରେ ଆମେ କଦଳୀ ପତ୍ରରେ ଖାଦ୍ୟ ଖାଇଥାଉ। ଏହା ଏକ ପରମ୍ପରା ବୋଲି ମଧ୍ୟ କୁହାଯାଏ। କଦଳୀ ବୃକ୍ଷକୁ ପବିତ୍ର ଓ ପୂଜନୀୟ ବୃକ୍ଷ ବୋଲି କୁହାଯାଏ। ଭଗବାନ ସତ୍ୟନାରାୟଣ କଥାରେ କଦଳୀ…
Read More...

ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ଓ ମଲମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି…
Read More...

ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଘରୋଇ ଉପଚାର

ବର୍ଷା ଋତୁରେ ବୁଢା ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ରୋଗରେ ପଡିଥାଆନ୍ତି । ଝାଡା, ବାନ୍ତି, ଥଣ୍ଡା ଓ ଜ୍ବର ଭଳି ଅନେକ ରୋଗ ହୋଇଥାଏ । ଏଭଳି ପରିସ୍ଥିତିରେ ବଡ ଲୋକମାନେ ଔଷଧ ଖାଇ ସୁସ୍ଥ ହୋଇ ଯାଆନ୍ତି ।…
Read More...

ବିଶ୍ୱ ହେପାଟାଇଟିସ୍‍ ଦିବସ : ଏହି ରୋଗର ଲକ୍ଷଣ ଏବଂ ନିରାକରଣ

୨୮ ଜୁଲାଇ ଅର୍ଥାତ୍‍ ଆଜି ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଉଛି। ଉକ୍ତ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଏ।…
Read More...

ଫେରିଛି ଆନ୍ଥ୍ରାକ୍ସ – ବୈପାରିଗୁଡ଼ାରେ ୨୨ ଆକ୍ରାନ୍ତ

ବୈପାରିଗୁଡ଼ା: ବୈପାରିଗୁଡ଼ାକୁ ପୁଣି ଫେରିଛି ଆନ୍ଥ୍ରାକ୍ସ। ଏହି ମାରାତ୍ମକ ରୋଗରେ ଗୋଟିଏ ଗ୍ରାମର ୨୨ଜଣ ଆକ୍ରାନ୍ତ ହୋଇଥିବା ବେଳେ ରୋଗରୁ ଉପଶମ ପାଇଁ ରୋଗୀ ଜଡ଼ିବୁଟିର ଦେଶୀ ଚିକିତ୍ସା ଚଳାଇଥିବା ଜଣାଯାଇଛି। ଏପରି ଘଟଣା…
Read More...

ଖାଦ୍ୟପଦାର୍ଥ ପାଇଁ କିଛି ଆବଶ୍ୟକୀୟ ଟିପ୍ସ

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ଖାଇବା ନିତ୍ୟାନ୍ତ ଆବଶ୍ୟକ । ବହୁ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି। ମାତ୍ର କିପରି ଖାଇଲେ ତାହା ଶରୀରକୁ ହିତକାରକ ହେବ, ତାହା ସଭିଁଙ୍କୁ ଜଣାନଥିବ।…
Read More...