Browsing Category

ଅପରାଧ

ସ୍ତ୍ରୀଙ୍କୁ ତିନି ତଲାକ୍‌ ଦେଇ ସ୍ବାମୀ ଗିରଫ

ନୂଆଦିଲ୍ଲୀ: ତିନି ତଲାକ ବିଲ୍‌ ଆଇନରେ ପରିଣତ ହେବା ପରେ ପୁଲିସ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ତିନି ତଲାକ କହି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଉଥିବା ସ୍ବାମୀକୁ ଗିରଫ କରାଯାଉଛି। ନୂଆଦିଲ୍ଲୀର ଆଜାଦ ମାର୍କେଟ…
Read More...

ପଟାଙ୍ଗୀରେ ମଦ ଭାଟି ଜାଳି ଦେଲେ ଦୁର୍ବୃତ୍ତ

କୋରାପୁଟ:  କୋରାପୁଟ ଜିଲ୍ଲାର ପଟାଙ୍ଗୀରେ ଥିବା ଏକ ଦେଶୀ ମଦ ଭାଟିକୁ ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଛନ୍ତି । ଏଥି ସହ ସେମାନେ ମଦ ଭାଟିରେ ଥିବା  ଜେନେରେଟର, ଭ୍ୟାନ ଓ ବାଇକକୁ …
Read More...

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ୱାମୀ ଗିରଫ

ଧାମନଗର : ଭଦ୍ରକ ଜିଲ୍ଲା  ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠର ଗ୍ରାମରରେ ଗରୁବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଗାଁର ସଂଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମମିତାକୁ ଟାଙ୍ଗୀଆରେ ହାଣି ହତ୍ୟାକରିଛନ୍ତି । ଏହି…
Read More...

୨୬ ବର୍ଷୀୟା ପତ୍ନୀ ଙ୍କୁ ତିନ୍‌ ତଲାକ ଦେଇ ୬୨ ବର୍ଷିୟ ବୃଦ୍ଧ ପତି ଗିରଫ

ଆଜମେର୍‌ . - ଆଜମେର ଦରଘାରେ କାମ କରୁଥିବା ଜଣେ ୬୨ ବର୍ଷିୟ ବୃଦ୍ଧ ତାଙ୍କର ୨୬ ବର୍ଷୀୟ ପତ୍ନୀଙ୍କୁ ତିନ୍‌ ତଲାକ ଦେଇ ଗିରଫ ହୋଇଛନ୍ତି । କେବଳ ସେତିକି ନୁହେଁ ସେ ତାଙ୍କର ପତ୍ନୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଠକିଲେ ସାଇବର ଅପରାଧୀ; ଆକାଉଣ୍ଟରୁ ନେଇଗଲେ ୨୩ ଲକ୍ଷ

ଅମୃତସର: ଆଜିକାଲି ସାଧାରଣ ଲୋକ ସାଇବର ଠକେଇର ଶିକାର ହେଉଥିବା ନଜିର ରହିଛି। ସଚେତନତା ଅଭାବର ଫାଇଦା ଉଠାଇ ସାଇବର ଅପରାଧୀମାନେ ଲୋକଙ୍କୁ ଟାର୍ଗେଟ କରି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି। କିନ୍ତୁ ଜଣେ…
Read More...

ଆସିକା ଓ କୁଜଙ୍ଗ ପୁଲିସର ଏନକାଉଣ୍ଟର, ୨ ଅପରାଧୀ ଆହତ

ଗଞ୍ଜାମ/ଜଗତସିଂହପୁର: ଗଞ୍ଜାମ ଜିଲାର ଆସିକା ଏବଂ ଜଗତ୍‌ସିଂହପୁର ଜିଲାର କୁଜଙ୍ଗରେ ରବିବାର ରାତିରେ ୨ଟି ପୃଥକ ଏନକାଉଣ୍ଟର ଘଟିଛି। ଆସିକା ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁପ୍ରସାଦ ସ୍ବାଇଁ ଆହତ…
Read More...

ଭୁବନେଶ୍ବରରୁ ବୁଲିବାକୁ ଆସିଥିବା ଠିକାଦାରଙ୍କୁ ନେମାଳ ପୀଠରୁ ଅପହରଣ

ନେମାଳ: ଭୁବନେଶ୍ବରରୁ ସପରିବାର ବୁଲିବାକୁ ଆସିଥିବା ଜଣେ ଠିକାଦାରଙ୍କୁ ରବିବାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରୁ ଦିନ ଦ୍ୱିପ୍ରହରରେ ଅପହରଣ କରିନିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌…
Read More...

ଭୁବନେଶ୍ୱରରେ ପୁଣି ଏନ୍‌କାଉଣ୍ଟର , ଅପରାଧୀ ରବି ରାଓ ଆହତ

ଭୁବନେଶ୍ୱର .- ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପୁଣି ଏନ୍‌କାଉଣ୍ଟର କରିଛି । ଗତ ଦୁଇ ଦିନ ମଧ୍ୟରେ ପୁଲିସ ସହ ଏନ୍‌କାଉଣ୍ଟରରେ ୪ ଜଣ ଅପରାଧୀ ଆହତ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ପୁଲିସ ସହ…
Read More...

ପାରାଦୀପରୁ ୫ ଲୁଟେରା ଗିରଫ ; ଲ୍ୟାପଟପ, ଫୋନ, ଅଳଙ୍କାର ଓ ଅଫୁଟା ଗୁଳି

ପାରାଦୀପ :  ପାରାଦୀପ ପୁଲିସ ୫ଜଣ ଲୁଟେରାଙ୍କୁ ଗିରଫ କରିଛି ।  ଲୁଟ, ରାହାଜାନୀ ପାଇଁ ଉଦ୍ୟମ କରୁଥିବା ବେଳେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ, ଗୋଟିଏ ଲ୍ୟାପଟପ, ୬ଟି ମୋବାଇଲ ଫୋନ,…
Read More...

ପ୍ଲାଷ୍ଟିକ ପ୍ୟାକେଟରେ ଉପହାର ଦେଇ ଜୋରିମାନା ଦେଲେ ବେଙ୍ଗାଲୁର ମେୟର

ବେଙ୍ଗୁଲୁର . -ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇ ବେଙ୍ଗାଲୁର ମେୟର ଜୋରିମାନା ଦେଇଛନ୍ତି । ବେଙ୍ଗାଲୁର ମେୟର ଗଙ୍ଗାମ୍ବିକା ମଲ୍ଲିକାର୍ଜୁନ ମୁଖ୍ୟମନ୍ତ୍ରୀ ୟେଦୁରମପ୍ପାଙ୍କୁ ଭେଟିବା ପାଇଁ…
Read More...