Browsing Category

ବଡ଼ ଖବର

ଭାରତର ପ୍ରଥମ ପ୍ରତିଶୋଧ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ସମେତ ୨ ଆତଙ୍କବାଦୀ ନିହତ

ଜମ୍ମୁ: ନିଜର ୪୦ ଯବାନଙ୍କ ବଳିଦାନ ଦେଇ ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ। ରବିବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଲୱାମା-ପିଙ୍ଗଲିନା ଘାଟିରେ ଲୁଚି ରହିଥିବା ୨ ଆତଙ୍କବାଦୀଙ୍କୁ ନିପାତ କରିଛି…
Read More...

୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା : ଅଡ଼ବା ଥାନା ରେଣ୍ଡୁ ଗାଁ ନିକଟରୁ ପୁଲିସ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୁଲିସ ୮୨କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଜବତ…
Read More...

ସାବଧାନ! ଏହି ଆପ୍ ଜରିଆରେ ଚୋରି ହେଉଛି ଟଙ୍କା, ବ୍ୟକ୍ତିଗତ ତଥ୍ୟ

ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟାଙ୍କିଙ୍ଗର ସୁବିଧା ପାଇବା ଲାଗି ଅନେକ ବ୍ୟକ୍ତି ସ୍ମାର୍ଟ ଫୋନରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ପ୍ଲାଟଫର୍ମ ବା ବିଭିନ୍ନ ପେମେଣ୍ଟ ଆପ୍ଲିକେଶନ ବ୍ୟବହାର କରୁଛନ୍ତି। ତେବେ ସେହି…
Read More...

ଆଜି ବ୍ୟବସାୟୀ ସଂଘ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ, ଅପରାହ୍ନ ୪ଟା ଯାଏ ଖୋଲିବନି ଦୋକାନବଜାର

ଭୁବନେଶ୍ଵର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ଘଟଣାର ପ୍ରତିବାଦ କରିବା ସହ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବ୍ୟବସାୟୀମାନଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି।…
Read More...

ପୁଲୱାମାରେ ପୁଣି ୪ ଯବାନ ଶହୀଦ, ୨ ଆତଙ୍କବାଦୀ ନିହତ

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମାରେ ପୁଣି ୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଘଟଣା ଘଟିଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଶହୀଦ…
Read More...

ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ; ଜଳିଗଲା ୧୬ ବଖରା

ବନ୍ତ/ତିହିଡ଼ି : ବନ୍ତ ତହସିଲ ଅଧୀନ ପ୍ରଧାନପଡ଼ା ପଞ୍ଚାୟତରେ ନିଅଁା ଲାଗି ୮ ବଖରା ଜଳିଯାଇଥିବା ବେଳେ ତିହିଡ଼ି ବ୍ଲକ ଅଧୀନ ମହରମପୁର ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟି ୮ ବଖରା ଭସ୍ମୀଭୂତ ହୋଇଛି। ସୂଚନା ଅନୁଯାୟୀ; ବନ୍ତ…
Read More...

ଇତିହାସ ରଚିଲେ ଓଡ଼ିଆ ଝିଅ ପଲ୍ଲବୀ

ଭୁବନେଶ୍ୱର : ପୂର୍ବରୁ ବାୟୁ ସେନାର ଯୁଦ୍ଧବିମାନ ଉଡ଼ାଣ, ଚଳାଚଳ ଏବଂ ଗୁଳିଗୋଳା ବର୍ଷଣ କ୍ଷେତ୍ରରେ କେବଳ ପୁରୁଷଙ୍କ ପ୍ରାଧ୍ୟାନ୍ୟ ରହିଥିଲା। ନିକଟରେ ଜଣେ ଝିଅ ଯୁଦ୍ଧବିମାନରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରି…
Read More...

ଓଡ଼ିଶା କର୍କଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର

ବାରଙ୍ଗ/ନରାଜ : କର୍କଟ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ। ରାଜ୍ୟର ଗରିବ କର୍କଟ ରୋଗୀଙ୍କୁ ଆଉ ମୁମ୍ବଇ କି ବେଙ୍ଗାଲୁରୁ ଯିବାକୁ ପଡିବିନି। ବାରଙ୍ଗ ବ୍ଲକ ଅନ୍ତର୍ଗତ ରତାଗଡ଼ଠାରେ ରବିବାର ମୁଖ୍ୟମନ୍ତ୍ରୀ…
Read More...

ପୁଲ୍‍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାରେ ୨୩ ଅଟକ

ନୂଆଦିଲ୍ଲୀ: ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍‍- ଇ-ମହମ୍ମଦ ସହ ସମ୍ପର୍କରେ ଥିବା ସନ୍ଦେହରେ ପୁଲିସ ୨୩ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଥିବା ୨୩ ଜଣଙ୍କ ମଧ୍ୟରେ ଜୈସ୍‍- ଇ-ମହମ୍ମଦ ଆତଙ୍କୀ ଗୋଷ୍ଠୀ…
Read More...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ସୋମବାର ସାରା ଦେଶରେ ବ୍ୟବସାୟ ବନ୍ଦ

ମୁମ୍ବଇ : ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସୋମବାର ବ୍ୟବସାୟୀମାନେ ସାରା ଦେଶରେ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ବ୍ୟାବସାୟୀମାନଙ୍କ…
Read More...