Browsing Category

ବଡ଼ ଖବର

କାଶ୍ମୀରରେ ଶାନ୍ତି ପାଇଁ ୪ସୂତ୍ରୀ ଯୋଜନା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିପୁଳ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ମାଧ୍ୟମରେ ସାମୟିକ ଶାନ୍ତି ପ୍ରତିଷ୍ଠା କରାଯାଇପାରେ; କିନ୍ତୁ ଏହା ଦୀର୍ଘସ୍ଥାୟୀ ହେବ ନାହିଁ। ସେଥିପାଇଁ ସବୁଦିନିଆ ଶାନ୍ତି ପ୍ରତିଷ୍ଠା…
Read More...

ଆଜି ଭଙ୍ଗାଯିବ ମେଘନାଦ ପ୍ରାଚୀର ପାଖକୋଠା

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀର ନିକଟରେ ଥିବା କୋଠା ଗୁଡିକୁ ସୋମବାର ଉଚ୍ଛେଦ କରାଯିବ। ଜିଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ…
Read More...

ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ଓ ବର୍ଷା – ଜୀବନଯାତ୍ରା ବ୍ୟାହତ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ଓ ଭୀଷଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୧୮ ଜଣ ଲୋକଙ୍କର ପ୍ରାଣହାନି…
Read More...

ଭୁଟାନ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ସଫଳ ଭୁଟାନ୍‍ ଗସ୍ତ ଶେଷ କରି ରବିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଭୁଟାନ୍‍ର ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍‍ ଆଜି ଅପରାହ୍ଣରେ ବିମାନ…
Read More...

ଅନ୍ଧାରରେ ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠ

ଆରଡି: ଅଚାନକ ବିଦ୍ୟୁତ କାଟ ଯୋଗୁ ୨ଦିନ ହେଲା ଅନ୍ଧାରରେ ରହିଛି ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣିଙ୍କ ପୀଠ। ଫଳରେ ପୀଠର ଆଖପାଖ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ରବିବାର ପୀଠ ସମେତ ଅନେକ ଅଞ୍ଚଳରେ…
Read More...

ଭୋଟ ବ୍ୟାଙ୍କ ପାଇଁ ତିନି ତଲାକ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇଥିଲେ ରାଜୀବ ଗାନ୍ଧୀ : ଅମିତ ଶାହା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହା ତିନି ତଲାକ ବିଲକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଅମିତ ଶାହା ରବିବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ତିନି ତଲାକ ବିଲ ପାରିତ ହେବାରୁ ମୁସଲମାନ ମହିଳାଙ୍କୁ…
Read More...

ପ୍ରେମିକା ବଦଳରେ ତାର ସ୍ୱାମୀକୁ ୭୧ଟି ମେଣ୍ଢା ଦେଲା ପ୍ରେମିକ

ଗୋରଖପୁର : ଉତ୍ତରପ୍ରଦେଶ ଗୋରଖପୁରରେ ଜଣେ ମହିଳାଙ୍କ ମୂଲ୍ୟ ୭୧ଟି ମେଣ୍ଢା ଦ୍ୱାରା ଧାର୍ଯ୍ୟ କରାଯାଇଛି। ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ବଦଳରେ ତାର ସ୍ୱାମୀକୁ ୭୧ଟି ମେଣ୍ଢା…
Read More...

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କଂଗ୍ରେସ ନେତା ବିଏସ ହୁଡ୍ଡାଙ୍କ ସମର୍ଥନ, କହିଲେ- ଦେଶଭକ୍ତିରେ ସାଲିସ କରିପାରିବି…

ନୂଆଦିଲ୍ଳୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି। ଏହାସହ ସେ ଦେଶଭକ୍ତିରେ ସାଲିସ କରିପାରବେ…
Read More...

ଭାରତ ସହ ସମ୍ପର୍କ କାଟିବା ପଡ଼ିଲା ମହଙ୍ଗା, ପାକିସ୍ତାନରେ ଔଷଧ ଓ କଞ୍ଚାମାଲ ସଂକଟ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ କାଟିବା ନିଷ୍ପତ୍ତି ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନରେ ଜୀବନରକ୍ଷକ ଔଷଧ ତଥା ଅନ୍ୟ…
Read More...

ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ, ୧୦ ବର୍ଷର ବାଳକ ଗୁରୁତର

ଶ୍ରୀନଗର : ପୁଞ୍ଚ ଜିଲା ମେଣ୍ଢର ସବଡିଭିଜନରେ ରବିବାର ପାକିସ୍ତା ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି। ସୀମାନ୍ତ ଗ୍ରାମକୁ ଲକ୍ଷ୍ୟ କରି ପାକିସ୍ତାନ ପକ୍ଷରୁ ଗୁଳି ଓ ଗୋଳା ମାଡ଼ କରାଯାଇଛି। ଏଥିରେ ମନକୋଟ…
Read More...