Browsing Category

ବଡ଼ ଖବର

ଉଛୁଳା ନଦୀ ଗର୍ଭରୁ ୨ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲେ ଯବାନ; ଦେଖନ୍ତୁ ଭିଡିଓ

ଜମ୍ମୁ : ଉଛୁଳା ନଦୀ ଗର୍ଭରୁ ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଭାରତୀୟ ବାୟୁସେନା । ସୋମବାର ଜମ୍ମୁର ତବୀ ନଦୀରେ ଜଳସ୍ତର ଚାହୁଁ ଚାହୁଁ ଆକସ୍ମିକ ଭାବେ ବୃଦ୍ଧି ପାଇଥିଲା । ଜଳ ସ୍ରୋତରେ…
Read More...

ପିଓକେ ଲୋକ କହୁଛନ୍ତି; ଭାରତ ସହ ଯୁଦ୍ଧ କଲେ ପାକିସ୍ତାନ ହାରିଯିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ସୀମାନ୍ତରେ ପାକିସ୍ତାନ ଯୁଦ୍ଧ ବିମାନ,…
Read More...

ହସ୍ପିଟାଲ ଶଯ୍ୟାରେ ଦୁର୍ଘଟଣାର ଛାତିଥରା କାହାଣୀ କହିଲେ ଉନ୍ନାଓ ପୀଡ଼ିତା; ଜାଣନ୍ତୁ କିପରି ହୋଇଥିଲା ହତ୍ୟା…

ନୂଆଦିଲ୍ଲୀ: ଜୁଲାଇ ୨୮ରେ ଦୁର୍ଘଟଣାର ଶିକାର ହେବା ପରେ ଉନ୍ନାଓ ବଳାତ୍କାର ପୀଡ଼ିତା ନୂଆଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚେତା ଫେରିଛି। ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲେ…
Read More...

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ପାଟଣା : ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସୋମବାର ପରଲୋକ ଘଟିଛି। ୮୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…
Read More...

ଉନ୍ନାଓ ଦୁର୍ଘଟଣା ମାମଲା: ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ସୁପ୍ରିମକୋର୍ଟ ସୋମବାର ଅଧିକ ୨ ସପ୍ତାହ ମହଲତ ଦେଇଛନ୍ତି। ଏହି ଅତିରିକ୍ତ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ…
Read More...

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର : ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢଙ୍କ ଠାରୁ ଦାୟିତ୍ୱ ଗ୍ରହଣ…
Read More...

ଉତ୍ତର ଭାରତରେ ବର୍ଷା ପ୍ରଳୟ: ୩୦ ମୃତ, ଡଜ୍ଜନରୁ ଊର୍ଦ୍ଧ୍ଵ ନିଖୋଜ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା ପ୍ରଳୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ଜାମ୍ମୁ-କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି। ବିଶେଷକରି ହିମାଚଳ ପ୍ରଦେଶ…
Read More...

ବସ୍‌-କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା; ୧୧ ମୃତ, ୧୫ ଆହତ

ମୁମ୍ବଇ: ମହାରାଷ୍ଟ୍ରର ଧୁଲେ ଜିଲା ଅନ୍ତର୍ଗତ ନିମଗୁଲ ଗ୍ରାମ ନିକଟରେ ରବିବାର ରାତିରେ ଏକ ସରକାରୀ ଯାତ୍ରୀବାହୀ ବସ୍‌ ସହିତ ଗୋଟିଏ କଣ୍ଟେନର ଟ୍ରକ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୫ ଜଣ ଆହତ…
Read More...

ଲଘୁଚାପ ସକ୍ରିୟ :୨୪ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। ହରିୟାନା ଓ ପଞ୍ଚାବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରରୁ ମୌସୁମି ଟ୍ରଫଲାଇନ…
Read More...

ସାମାଜିକ ଗଣମାଧ୍ୟମରେ କୋହଲିଙ୍କ ଅନୁଗାମୀ ସର୍ବାଧିକ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କେବଳ କ୍ରିକେଟ ଦୁନିଆରେ ରାଜୁତି କରୁଛନ୍ତି; ତାହା ନୁହେଁ। ଅଗଣିତ କ୍ରିକେଟ ପ୍ରଶଂସକଙ୍କ ହୃଦୟରେ ରାଜୁତି କରିବା ସହ କୋହଲି ସାମାଜିକ ଗଣମାଧ୍ୟମରେ ମଧ୍ୟ…
Read More...