Browsing Category

ଅର୍ଦ୍ଧ କୁମ୍ଭମେଳା

କୁମ୍ଭମେଳା : ପୌଷପୂର୍ଣ୍ଣିମାରେ ଦ୍ୱିତୀୟ ପବିତ୍ର ସ୍ନାନ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପୌଷପୂର୍ଣ୍ଣିମା ଅବସରରେ ସୋମବାର କୁମ୍ଭମେଳାରେ ଦ୍ୱିତୀୟ ପବିତ୍ର ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୌଷପୂର୍ଣ୍ଣିମାକୁ ଶୁଭ ଅନୁକୂଳ ଦିବସ ଭାବେ ବିବେଚନା…
Read More...

କୁମ୍ଭମେଳାରେ ରାଷ୍ଟ୍ରପତି

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲୁଥିବା କୁମ୍ଭମେଳାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମାର୍ଥ ନିକେତନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…
Read More...

କୁମ୍ଭ ମେଳା ୨୦୧୯; ମୋଦୀଙ୍କ ଶୁଭକାମନା, ସଙ୍ଗମ ତଟରେ ସ୍ନାନ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଅର୍ଦ୍ଧ କୁମ୍ଭ ମେଳାର ଆରମ୍ଭ ହୋଇ ଯାଇଛି । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସାହି ସ୍ନାନ ପର୍ବ ସମ୍ପନ୍ନ ହୋଇଛି । ଭିନ୍ନ ଭିନ୍ନ ଆଖଡା ବ୍ୟତୀତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ସଙ୍ଗମ…
Read More...

ପ୍ରୟାଗରାଜ କୁମ୍ଭ-୨୦୧୯ : ପ୍ରମୁଖ ସ୍ନାନ ଯୋଗ

୧୫ ଜାନୁଆରୀ- ମକର ସଂକ୍ରାନ୍ତି(ପ୍ରଥମ ବିଶେଷ ସ୍ନାନ ଯୋଗ) ୨୧ ଜାନୁଆରୀ- ପୌଷ ପୂର୍ଣ୍ଣିମା ୪ ଫେବୃଆରୀ- ମୌନୀ ଅମାବାସ୍ୟା(ଦ୍ୱିତୀୟ ବିଶେଷ ସ୍ନାନ ଯୋଗ) ୧୦ ଫେବୃଆରୀ- ବସନ୍ତ ପଞ୍ଚମୀ(ତୃତୀୟ ବିଶେଷ ସ୍ନାନ ଯୋଗ)…
Read More...

ପ୍ରୟାଗରାଜ କୁମ୍ଭ ୨୦୧୯ : ୩ଡି ପ୍ରୋଜେକ୍ସନ ମ୍ୟାପିଙ୍ଗ୍‍ ଜରିଆରେ ଶ୍ରଦ୍ଧାଳୁ ଦେଖିପାରିବେ ସମୁଦ୍ର ମନ୍ଥନ

ପ୍ରୟାଗରାଜ : ପ୍ରୟାଗରାଜରେ ୧୫ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାରେ ଲୋକମାନେ ୩ଡି ପ୍ରୋଜେକ୍ସନ୍‍ ମ୍ୟାପିଙ୍ଗ୍‍ ମାଧ୍ୟମରେ ସମୁଦ୍ର ମନ୍ଥନ ଓ ରାମାୟଣର ଭିଡିଓ ଦେଖିପାରିବେ। ଅହମଦାବାଦର…
Read More...

ପ୍ରୟାଗରାଜ କୁମ୍ଭ : ଧୁମଧାମରେ ବାହାରିଲା କିନ୍ନର ଆଖଡ଼ାର ଶୋଭାଯାତ୍ରା

ପ୍ରୟାଗରାଜ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ପୂର୍ବରୁ ରବିବାର କିନ୍ନର ଆଖଡ଼ାର ଐତିହାସିକ ଶୋଭାଯାତ୍ରା ବାହାର କରାଯାଇଛି। ପ୍ରୟାଗରାଜରେ ପ୍ରଥମ ଥର ପାଇଁ ସାମିଲ…
Read More...

ପ୍ରୟାଗରାଜ କୁମ୍ଭ ୨୦୧୯ : ପ୍ରଥମଥର ପାଇଁ ବାହାରିବ କିନ୍ନର ଆଖଡ଼ାର ଶୋଭାଯାତ୍ରା

ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳାରେ ପ୍ରଥମ ଥର ପାଇଁ କିନ୍ନର ଆଖଡ଼ା ସାମିଲ ହେବାକୁ ଯାଉଛି। ଏହି ଅବସରରେ ଆଖଡ଼ା ତା’ର ଶୋଭାଯାତ୍ରା ମଧ୍ୟ ବାହର କରିବ। ଯେଉଁଥିରେ ନା କେବଳ ଦେଶର ବରଂ ବିଦେଶରୁ ମଧ୍ୟ…
Read More...

କୁମ୍ଭ ପରିକ୍ରମା

ଏଥର ସଙ୍ଗମ ନଗରୀ ପ୍ରୟାଗରାଜ (ପୂର୍ବ ନାମ ଆହ୍ଲାବାଦ)ରେ କୁମ୍ଭମେଳା ହେବାକୁ ଯାଉଛି। ଜାନୁଆରୀ ୧୫ରୁ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ବଡ ଆଧ୍ୟାତ୍ମିକ ଆୟୋଜନ ଭାବେ ଏହି ମେଳା ଚାଲିବ। ୧୨ବର୍ଷରେ ଥରେ…
Read More...

କୁମ୍ଭ-୨୦୧୯ : ପାରମ୍ପରିକ ଶୋଭାଯାତ୍ରା ସହ ‘ଜୁନା ଆଖଡ଼ା’ର ପ୍ରବେଶ

ପ୍ରୟାଗରାଜ : ପାରମ୍ପରିକ ଶେଭାଯାତ୍ରା ସହିତ ‘ଜୁନା ଆଖଡ଼ା’ର ପ୍ରବେଶ ସାଙ୍ଗକୁ ପ୍ରୟାଗରାଜ(ଆହ୍ଲାବାଦ) ଠାରେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଔପଚାରିକ ଭାବେ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ନ୍ୟାସୀ ଓ ନାଗା ସନ୍ଥମାନଙ୍କ…
Read More...