୪ ଆନ୍ତଃରାଜ୍ୟ ଗାଡି ଲୁଟେରା ଗିରଫ

0

ସମ୍ବଲପୁର : ସମ୍ବଲପୁର ସ୍ୱତନ୍ତ୍ର ସ୍କ୍ୱାର୍ଡ ହାତରେ ଏକ ଆନ୍ତଃରାଜ୍ୟ ଗାଡି ଲୁଟେରା ଦଳ ଧରାପଡିଛନ୍ତି । ରାଜ୍ୟବାହାରକୁ ଚାଲାଣ ହେଉଥିବା ବେଳେ ପୁଲିସ ୩ଟି ଗାଡି ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଏମାନେ ସହରର ବିଭିନ୍ନ ସ୍ଥାନରୁ କାର୍‍ ଚୋରୀ କରି ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply