କ୍ୟାବିନେଟ ବୈଠକ ଆଜି

0

ଭୁବନେଶ୍ବର : ଶୁକ୍ରବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ଣ ୫.୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। କ୍ୟାବିନେଟ ଅନୁମୋଦନ ପାଇଁ କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ ସମେତ ପୂର୍ତ୍ତ ବିଭାଗର ଦୁଇଟି ପ୍ରସ୍ତାବ, ଉଚ୍ଚଶିକ୍ଷା ବିଭାଗର ଦୁଇଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କୃଷି ବିଭଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି।

Leave A Reply