ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ ; ଆର୍ଥିକ ଅନିୟମିତତାର ତଦନ୍ତ ଆରମ୍ଭ

0

ଵ୍ରହ୍ମପୁର :  ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ପାଇଁ ଲୋକାଲ ଅଡିଟ ଫଣ୍ଡ ନିର୍ଦେଶାଳୟରୁ  ୩ ଜଣିଆ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବିଶ୍ୱବିଦ୍ୟାଳୟରେ ୧୯କୋଟି ୬୪ଲକ୍ଷ ୨୪ହଜାର ଟଙ୍କା ଅନିୟମିତତା ନେଇ ବିଶ୍ୱବିଦ୍ୟାଳୟର କୂଳସଚିବ ଅଭିଯୋଗ କରିଥିଲେ।

Leave A Reply