ମହିଳାଙ୍କୁ ବସ ଚାଳକଙ୍କ ଦୁର୍ବ୍ୟବହାର ଅଭିଯୋଗ

0

ବାଲେଶ୍ୱର: ଏକ ଘରୋଇ ବସ ଚାଳକ ଜନୈକା ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାପରେ ମହିଳା ଜଣକ  ଚାଳକଙ୍କୁ ପିଟିଥିଲେ। ଏହାପରେ ମହିଳାଜଣକ ଚାଳକକୁ ଜାତୀୟ ରାଜପଥରେ ଘୋଷାରି ନେଇ କଣ୍ଟାପଡା ପୁଲିସ ଜିମା ଦେଇଥିଲେ।

Leave A Reply