ମୋ ବସ୍ ଦୁର୍ଘଟଣାଗ୍ରସ୍ଥ

କଟକ : କ୍ୟାଣ୍ଟେନମେଣ୍ଟ ଥାନା ରାସ୍ତା କାର୍ତ୍ତିକେଶ୍ବର ଗଡ଼ା ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ଏସି ମୋ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡ଼ିଛି। ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବାଡା ଉପରେ ଚଢିଯାଇଥିଲା। ଏଥିରେ କେହି ଆହତ ହୋଇନଥିବା ସୂଚନା ମଳିଛି।

 

 

Comments are closed.