ବସ ଟର୍ମିନାଲକୁ ଭଙ୍ଗିଲେ ଦୁର୍ବୁତ୍ତ

0

ସୁନ୍ଦରଗଡ: ଉଦଘାଟନ ଅପେକ୍ଷାରେ ଥିବା ଏକ ବସ ଟର୍ମିନାଲକୁ ଦୁର୍ବୁତ୍ତମାନେ ଭଙ୍ଗି ଦେଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଏହି ଟର୍ମିନାଲକୁ କେହି ଦୁର୍ବୃତ୍ତ ଭାଙ୍ଗାରୁଜା କରିଥିବା ଅନୁମାନ କରାଯାଉଛି ।

 

Leave A Reply