ମାଲ ପରିବହନ କରି ବସ ଜବତ

0

ଭୁବନେଶ୍ୱର : ଜିଏସଟି ଅଧିକାରୀ ଗୋଟିଏ ବସକୁ ଜବତ କରିଛନ୍ତି। କୋଲକାତାରୁ ପୁରୀ ଯିବା ବେଳେ କଟକ ଓଏମପି ଛକରୁ ଗୋଟିଏ ବସକୁ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଏସଟି ଫାଙ୍କିବା ପାଇଁ ବସରେ ମାଲ ପରିବହନ ହେଉଥିବା ଅଭିଯୋଗ ହୋଇଛି।

Leave A Reply