ନିଆଁରେ ପୋଡି ହୋଇ ମହିଳା ମୃତ

0

ଖୋର୍ଦ୍ଧା : ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ବେଗୁନିଆ ଥାନା ଗୋଡା ଗ୍ରାମର ବୋଲି ଜଣାପଡିଛି। କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବା ପ​‌ରେ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ କଟକରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।

Leave A Reply