ଭିଏସଏସୟୁଟିରେ ରାଗିଂ; ତଦନ୍ତ ନିର୍ଦ୍ଦେଶ ଦେଲେ ବୈଷୟିକ ଶିକ୍ଷାମନ୍ତ୍ରୀ

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ଭିଏସ୍ଏସୟୁଟିରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଭିଏସ୍ଏସୟୁଟିର କରତୁ ଛାତ୍ରାବାସରେ ୫୦ରୁ ଅଧିକ ନବାଗତ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ରାଗିଂ କରିଥିବା ଜଣାପଡ଼ିଛି। ରାଗିଂର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଘଟଣା ଉପରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.