ମାରଣା ଷଣ୍ଢ ଆକ୍ରମଣରେ ୫ ଗୁରୁତର

0

ବାଲେଶ୍ବର: ବାଲେଶ୍ବର ଜିଲାରେ ମାରଣା ଷଣ୍ଢଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ନୀଳଗିରି ଥାନା କାନ୍ଥିପଦା ଗାଁରେ ମାରଣା ଷଣ୍ଢ ଆକ୍ରମଣରେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି । ଗୁରୁତରମାନେ ମହେନ୍ଦ୍ର ନାୟକ ୪୨, ମାୟାଧର ରାଉତ ୪୫ ଓ ସ୍ତ୍ରୀ ଆଶାମଣି ରାଉତ ୪୦।

Leave A Reply