ସାମୁଦ୍ରିକ ଝଡ଼ ‘ଫନି’: ବିପିୟୁଟି ପରୀକ୍ଷା ଘୁଞ୍ଚିଲା

ରାଉରକେଲା: ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଉରକରଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆଜି (ବୁଧବାର)ଠାରୁ ଆରମ୍ଭ ହୋଇଥିବା ସମସ୍ତ ପାଠ୍ୟକ୍ରମ ଅନ୍ତର୍ଗତ ଇଭିନ ସେମିଷ୍ଟାର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଚଳିତ ମେ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ୨୫, ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏ ସମ୍ପର୍କିତ ନୋଟିସ ଜାରି କରିଛନ୍ତି।

Comments are closed.