ଭୁବନେଶ୍ୱରରୁ  ୩୦ ଅଫୁଟା ବୋମା ଜବତ, ୫ ଗିରଫ

0

ଭୁବନେଶ୍ୱର: ଝାରପଡା ଅଞ୍ଚଳରେ ମୁଖିଆଙ୍କ ଘରକୁ ବୋମା ମାଡ କରିଥିବା ୫ ଜଣ ଅପରାଧୀଙ୍କୁ ପୁଲିସି ଗିରଫ କରିଛି । ଏମାନଙ୍କ ନିକଟରୁ ୩୦ଟି ବୋମା ଜବତ କରାଯାଇଛି । କମିଶନରେଟ ପୁଲିସର ସ୍ପେଶାଲ ସ୍କାଡ ଏମାନଙ୍କୁ ଗିରଫ କରିଛି । କୁନୁ ଜେନା ନାମକ ଅପରାଧୀ  ନିକଟରୁ ଏହି ବୋମା ଜବତ  କରାଯାଇଛି । ଆଗରୁ କୁନୁନାମରେ ବୋମା ମାଡ କରିବାର ଅଭିଯୋଗ ରହିଛି ।

Leave A Reply