ଲାଞ୍ଜିପଲି ବୋମାମାଡ଼ ଘଟଣା : ୯ ଜଣ ଗିରଫ

0

ବ୍ରହ୍ମପୁର : ଗତ ୮ ତାରିଖରେ ଲାଞ୍ଜିପଲିଠାରେ ହୋଇଥିବା ବୋମା ମାଡ଼ ଘଟଣାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ଟି ବାଇକ, ୫ଟି ମୋବାଇଲ ଫୋନ ଓ ୪ଟି ବୋମା ଜବତ କରିଛି। ବୋମା ମାଡ଼ରେ ସୁଶାନ୍ତ ବିଶୋଇ ଓ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗିରଫ ଅଭିଯୁ୍‍କ୍ତ ମାନେ ସୁଶାନ୍ତ ବେହେରା ଗ୍ୟାଙ୍ଗର ବୋଲି ପୁଲିସ କହିଛି।

Leave A Reply