ପୂର୍ବ ଶତ୍ରୁତାରୁ ବୋମାମାଡ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଜାମୁସାହି ଗ୍ରାମରେ ପୂର୍ବ ଶତ୍ରୁତାରୁ ବୋମାମାଡ କରାଯାଇଥିବା ଅଭିଯୋଗ ହୋଇଛି। ବୋମାମାଡରେ ଘର ଓ ଗାଡି ଭାଙ୍ଗି ଯାଇଥିବା ଜଣାପଡିଛି। ଦୁଇ ସାହି ମଧ୍ୟରେ ବିବାଦ ଯୋଗୁଁ ଏହି ବୋମାମାଡ ହୋଇଛି। ଗୋଟିଏ ଗ୍ରାମର ଲୋକ ଅନ୍ୟ ଗ୍ରାମରେ ଏହି ଆକ୍ରମଣ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Comments are closed.