ସାବଧାନ! ଅନେକ ଦିନ ହେବ ରହିଥିବା ରକ୍ତ ବ୍ୟବହାର କରିବା କ୍ଷତିକାରକ

0

ନୂଆଦିଲ୍ଲୀ : ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଅନେକ ଦିନ ହେବ ରଖାଯାଇଥିବା ରକ୍ତକୁ ହୃଦରୋଗୀ ଏବଂ ଦୁର୍ଘଟଣାରେ ପିଡୀତ ବ୍ୟକ୍ତି ମାନଙ୍କୁ ଦେବା କ୍ଷତିକାରକ ହୋଇପାରେ।
ଏକ ଗବେଷଣାର ତଥ୍ୟ ଅନୁସାରେ, ତାଜା ରକ୍ତ ତୁଳନାରେ ଅନେକ ଦିନ ହେବ ରଖାଯାଇଥିବା ରକ୍ତକୁ ବ୍ୟବହାର କରିବା ଦ୍ୱାରା ବ୍ୟାକ୍ଟେରିଆ କାରଣରୁ ହେବାକୁଥିବା ରୋଗ ସଂକ୍ରମଣ ଅଧିକ ହେବା ଦେଖାଯାଇଛି ଏବଂ ଅଧିକ ମାତ୍ରାରେ ତରଳ ପଦାର୍ଥ ଜମା ହେବା ସହ ସେଥିରେ ଜୀବାଣୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

Leave A Reply