ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର : ଶନିବାର ଅପରାହ୍ନରେ ବିଜେପି ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଭାବେ ବିଭୁ ତରାଇଙ୍କ ନାମ ବିଜେପି ଘୋଷଣା କରିଥିବା ବେଳେ କେନ୍ଦ୍ରାପଡା ବିଧାନସଭା ପାଇଁ ସୁନାକର ବେହେରାଙ୍କୁ ବିଜେପି ପ୍ରାର୍ଥୀ କରିଛି । ସେହିପରି ବିଜେଡି ଛାଡି ବିଜେପିରେ ମିଶିଥିବା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକଙ୍କୁ ବିଜେପି ବିଧାନସଭା ଟିକେଟ୍ ଦେଇଛି ।

Comments are closed.