ପୁରୀରେ ଅନୁସୂଚିତ ଜନଜାତି ରାଷ୍ଟୀୟ ମହାଅଧିବେଶନ

0

ପୁରୀ : ଶନିବାର ପୁରୀରେ ଦୁଇ ଦିନିଆ ବିଜେପି ଅନୁସୂଚିତ ଜନଜାତି ରାଷ୍ଟୀୟ ମହାଅଧିବେଶନ ଆରମ୍ଭ ହୋଇ ଯାଇଛି । ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମଙ୍କ ଦ୍ବାରା ଏହି ମହାଅଧିବେଶନ ଉଦଘାଟିତ ହୋଇଛି । ଏହି ମହାଅଧିବେଶନରେ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ ଓ ଜିଲାପରିଷଦ ଅଧ୍ୟକ୍ଷଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଛନ୍ତି । ଅସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply