ଜେଲରୁ ମୁକୁଳିଲେ ଅନୁଗୁଳ ବିଜେପି ସଭାପତି

0

ସାତକୋଶିଆ : ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଞ୍ଚଳରେ ଘଟିଥିବା ଲଙ୍କାକଣ୍ଡ ଆରୋପରେ ଅନୁଗୋଳ ପୋଲିସ ଜିଲ୍ଲା ବିଜେପି ସଭାପତି ଭାଗିରଥି ପ୍ରଧାନଙ୍କୁ ୨୭.୧୦.୨୦୧୮ତାରିଖ ରେ ଭୁବନେଶ୍ୱର ଚନ୍ଦକା ଥାନା ମେଣ୍ଢାଶାଳରୁ ଗିରଫ କରାଯାଇଥିଲା । ଶୁକ୍ରବାର ତାଙ୍କୁ କୌର୍ଟରୁ ଜାମିନ ମିଳିଛି।୧୧ ଗୋଟି କେସରୁ ୫ ଟି କେସରେ ଜାମିନି ମିଳିଥିବା ବେଳେ ୬ ଟି କେସ ବିଚରାଧୀନ ଅଛି ।

Leave A Reply