ପାଟକୁରାରେ ବିଜୟ ଅଭିମୂଖେ ବିଜେଡି

ଭୁବନେଶ୍ୱର –  ପାଟକୁରରେ  ବିଜୟ ଦିଗରେ ବିଜେଡି ଆଗେଇ ଚାଲିଛି । ୧୬ ତମ ରାଉଣ୍ଡ ଗଣା ଶେଷ ସୁଦ୍ଧା ବିଜେଡିର  ସାବିତ୍ରୀ  ଅଗ୍ରଓ୍ୱାଲ  ୮୯୩୮୯ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି ।  ବିଜେପିର ବିଜୟ ମହାପାତ୍ରଙ୍କୁ ୭୨୧୫୫ ଖଣ୍ଡ ଭୋଟ ମିଳିଥିବା ବେଳେ  କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୨୦୧୬ ଖଣ୍ଡ ଭୋଟ ମିଳିଛି ।

 

ସାବିତ୍ରୀ ଅଗ୍ରଓ୍ୱାଲ ୮୯୩୮୯ ଖଣ୍ଡ ଭୋଟ
ବିଜୟ ମହାପାତ୍ର ୭୨୧୫୫ ଖଣ୍ଡ ଭୋଟ
ଜୟନ୍ତ ମହାନ୍ତି ୨୦୧୬ ଖଣ୍ଡ ଭୋଟ

Comments are closed.