ବିଜେଡି ଛାଡିଲେ ଦଶପଲ୍ଲା ବିଧାୟକ

0

ଭୁବନେଶ୍ବର : ବୁଧବାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଜଣାପଡିଛି। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦଳର କିଛି ମୁଷ୍ଟିମେୟଙ୍କ ହସ୍ତକ୍ଷେପ ଯୋଗୁଁ ​‌ସେ ଟିକେଟ ପାଇ ନାହାନ୍ତି। ଦଳରେ ଦୁର୍ନୀତିମୁକ୍ତ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ ଦିଆଯାଇଛି।

Leave A Reply