ବିଜେଡି ପକ୍ଷରୁ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

0

ଭୁବନେଶ୍ବର : ବିଜୁ ଜନତାଦଳ ପକ୍ଷରୁ ରବିବାର ବିଧାନସଭା ଆସନ ପାଇଁ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ବ୍ରଜରାଜନଗରରୁ କିଶୋର ମହାନ୍ତି, ସମ୍ବଲପୁରରୁ ରାସେଶ୍ବରୀ ପାଣିଗ୍ରାହୀ ଏବଂ ରେଢାଖୋଲରୁ ରେହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଝରିଗାଁରୁ  ପ୍ରକାଶ ଚନ୍ଦ୍ର ମାଝୀ ଓ ପଟାଙ୍ଗୀରୁ ପ୍ରୀତମ୍ ପାଢୀଙ୍କୁ ବିଜେଡି ଟିକଟ ମିଳିଛି।

୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା 

ସମ୍ବଲପୁର -ରାସେଶ୍ବରୀ ପାଣିଗ୍ରାହୀ

ବ୍ରଜରାଜନଗର- କିଶୋର ମହାନ୍ତି

ରେଢାଖୋଲ-ରୋହିତ ପୂଜାରୀ

ଲୋଇସିଂହା – ପ୍ରଦୀପ ବେହେରା

ବଲାଙ୍ଗୀର – ଅର୍କେଶ ନାରାୟଣ ସିଂହଦେଓ

ଝରିଗାଁ – ପ୍ରକାଶ ଚନ୍ଦ୍ର ମାଝୀ

ପଟାଙ୍ଗୀ – ପ୍ରୀତମ୍ ପାଢୀ

ମାଲକାନଗିରି – ମୁକୁନ୍ଦ ସୋଢ଼ି

ଳାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଏହି ୯ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

 

Leave A Reply